• Sun. Nov 9th, 2025

ପରାଜୟ ପାଇଁ ମୁଖିଆ ହିଁ ସଂପୂର୍ଣ୍ଣ ଦାୟୀ

Bynewsodishalive

Feb 24, 2025

ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ । ପାଣ୍ଡିଆନ କି ବିଜେପି ନୁହେଁ, ବିଜେଡି ପରାଜୟ ପାଇଁ ନବୀନ ହିଁ ଦାୟୀ । ଏମିତି କଡ଼ା ଭାଷାରେ ଆଜି ବିଜେଡି ସୁପ୍ରିମୋ ନବୀନଙ୍କୁ କାଟାକ୍ଷ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ।

ସଂପାଦକୀୟରେ ଲେଖିଛନ୍ତି, ନବୀନ ଓଡ଼ିଶାକୁ ଜାଗିର ବୋଲି ଭାବିଥିଲେ । ପାଣ୍ଡିଆନଙ୍କୁ ଦଳ ମଙ୍ଗ ଧରାଇ ଭାବିଥିଲେ ଛେଳି, ମେଣ୍ଢା ଛିଡ଼ା ହେଲେ ବି ଜିତିବ । ଅନ୍ୟପଟେ ନିଜ ଲେଖାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିକୁ ପ୍ରଂଶସା ପରେ ରାଜନୈତିକ ଚର୍ଚ୍ଚା ବି ବଢିଛି ।

Leave a Reply

Your email address will not be published. Required fields are marked *