ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍
ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର…
ଏସିଆ କପ ସୁପର-୪ ମୁକାବିଲା: ଆଜି ଭାରତ-ବାଂଲାଦେଶ ଟକ୍କର
ଏସିଆ କପ ସୁପର-୪ ପର୍ଯ୍ୟାୟରେ ଆଜି ଭାରତର ବାଂଲାଦେଶ ସହ ହେବ ଟକ୍କର। ପାକିସ୍ତାନକୁ ହରାଇବା ପରେ ସୁପର-୪ରେ ଟିମ ଇଣ୍ଡିଆର ଏହା ଦ୍ଵିତୀୟ ମୁକାବିଲା। ବାଂଲାଦେଶ ଏହି ପର୍ଯ୍ୟାୟରେ ଶ୍ରୀଲଙ୍କା ସହ ଥିବା ନିଜର ପ୍ରଥମ ମ୍ୟାଚ ଜିତି ସାରିଛି।…
ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି ?
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି, ବିଧାନସଭା ରେ ଉତ୍ତରଦେଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସରକାରୀ ବାବୁଙ୍କ ଖୋଲିଲା ଅସଲ ମୁଖା ଚାକିରୀ ସରକାରୀ କିନ୍ତୁ ଦୁର୍ନତି କରିବାରେ ବେଶ ବ୍ୟସ୍ତ…
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେଡି ଓ ପୋଲିସ ଧସ୍ତାଧସ୍ତି, ପାଣିମାଡ଼, ବହୁ ନେତା ଗିରଫ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ…
ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ…
ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!
ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି…
ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ଧରି ଭିଜିବ ସାରା ରାଜ୍ୟ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ଲାଗି ରହିଛି। ଏହି ଘୂର୍ଣ୍ଣିବଳୟ ଆଜି…
