• Fri. Apr 17th, 2026

News

  • Home
  • ସାରା ଦେଶରେ ଏଲପିଜି ସଂକଟ ; ସଂସଦ ଭବନ ବାହାରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ସାରା ଦେଶରେ ଏଲପିଜି ସଂକଟ ; ସଂସଦ ଭବନ ବାହାରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ସାରା ଦେଶରେ ଏଲପିଜି ସଂକଟ । ହଜାର ହଜାର ଉପଭୋକ୍ତା ଗ୍ୟାସ ନପାଇ ହେଉଛନ୍ତି ହନ୍ତସନ୍ତ । ସେପଟେ ଏଲପିଜି ସଙ୍କଟ ନେଇ ସଂସଦ ଭବନ ବାହାରେ ବିରୋଧୀ ସାଂସଦ କରିଛନ୍ତି ପ୍ରତିବାଦ। ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ…

ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ହେବ ଶେଷକୃତ୍ୟ ; ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟେଦାରେ ପୈତୃକ ଗାଁ କାଟେୱାଡିରେ ହେବ ଅନ୍ତିମ ସଂସ୍କାର

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ହେବ ଶେଷକୃତ୍ୟ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟେଦାରେ ପୈତୃକ ଗାଁ କାଟେୱାଡିରେ ହେବ ଅନ୍ତିମ ସଂସ୍କାର। ତାଙ୍କ ମରଶରୀରକୁ ବାରାମତିସ୍ଥିତ ବାସଭବନରେ ରଖାଯିବା ପରେ ସେଠାରେ ଲାଗିଥିଲା ଶୋକାକୁଳ…

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ…