• Sun. Nov 9th, 2025

ବକ୍ସ ଅଫିସ୍‌ରେ ବଡ଼ ଲଢେଇ ; ୱାର୍‌-2 କୁ ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି

ByNewsodisha

Aug 14, 2025

ବକ୍ସ ଅଫିସ୍‌ରେ ବଡ଼ ଲଢେଇ     । ପରଦାକୁ ଆସିଲା ହ୍ରିତିକ୍‌ ରୋସନ୍‌, ଜୁନିୟର ଏନଟିଆର ଓ କିଆରା ଆଡଭାନୀ ଅଭିନୀତ ୱାର୍‌-ଟୁ । ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି ।

ନିୟୁଜ ଓଡିଶା ଲାଇଭ : ବକ୍ସ ଅଫିସର୍‌ରେ ବଡ଼ ଲଢ଼େଇ । ପରଦାକୁ ଆସିଲା ବହୁଚର୍ଚ୍ଚିତ ଫିଲ୍ମ ୱାର-୨ । ୟସ୍ ରାଜ ଫିଲ୍ମସ ପ୍ରଯୋଜନାରେ ଫିଲ୍ମରେ ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ । ହ୍ରିତିକ ରୋସନ୍ ଓ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଲଢ଼େଇ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ହ୍ରିତିକଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆୟନ ମୁଖାର୍ଜୀ  । ଏହି ଫିଲ୍ମକୁ ଟକ୍କର ଦେବ ପାଇଁ ରିଲିଜ୍ ହୋଇଛି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ କୁଲି । ଫିଲ୍ମରେ ରଜନୀକାନ୍ତଙ୍କ ସମେତ ନାଗାର୍ଜୁନ, ସଥ୍ୟରାଜଙ୍କ ସମେତ ଆମିର ଖାନ୍ ମଧ୍ୟ ଏହି ସିନେମାରେ ନଜର ଆସିଛନ୍ତି । ଏହି ଦୁଇଟି ସିନେମାକୁ ନେଇ ବକ୍ସ ଅଫିସରେ ବଡ଼ ଲଢ଼େଇ ଦେଖିବାକୁ ମିଳିବ । 

Leave a Reply

Your email address will not be published. Required fields are marked *