ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି, ବିଧାନସଭା ରେ ଉତ୍ତରଦେଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସରକାରୀ ବାବୁଙ୍କ ଖୋଲିଲା ଅସଲ ମୁଖା ଚାକିରୀ ସରକାରୀ କିନ୍ତୁ ଦୁର୍ନତି କରିବାରେ ବେଶ ବ୍ୟସ୍ତ ବାବୁମାନେ
କାରଣ କଂଗ୍ରେସ ବିଧାଇକା ସୋଫିଆ ଫିରଦୋଶ ବିଧାନସଭାରେ ଦୁର୍ନୀତି କୁ ନେଇ ପ୍ରଶ୍ନ କଲାପରେ ସରକାର ବି ଉତ୍ତର ରଖିଛନ୍ତି .
୧ ୫ ମାସରେ ४୭୩0 ଜଣଙ୍କ ଦେହରେ ଲାଗିଛି ଦୁର୍ନୀତିରଦାଗ, ସରକାର ବଦଳିଲା କିନ୍ତୁ ଦୁର୍ନୀତି ବଦଳିଲାନାହୀ ପୂର୍ଵ ସରକାର ଭଳି ଏ
ସରକାର ମଧ ଦୁର୍ନୀତେ ରେ କିଛି କମ ନୁହନ୍ତି 9Г୪ ଆବିଯୋଗ ର ମାମଲା ହୋଇଥିଲା ବେଳେ ୨୩O ମାମଲା ର ତଦନ୍ତ ଶେଷ ହୋଇଛି.
୨୧ଟି ମାମଲାରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ସୁପରିସୀ କରିଛି ଭିଜିଲାନସ
