• Sun. Apr 19th, 2026

ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନର ଲକ୍ଷ୍ୟ

ByNewsodisha

Mar 16, 2026

ଧୁରନ୍ଧର ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ‘ଧୁରନ୍ଧର: ଦି ରିଭେଞ୍ଜ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଆଗରୁ ବକ୍ସ ଅଫିସ ରେକର୍ଡ ଭାଙ୍ଗିବାର ଧାରା ଆରମ୍ଭ କରିସାରିଲାଣି। ମୁକ୍ତିଲାଭ କରିବା ପୂର୍ବ ଦିନର ପ୍ରିଭ୍ୟୁ ସୋ’ର ଟିକେଟ୍‌ ବିକ୍ରିରେ ଏହା ‘ସ୍ତ୍ରୀ ୨’ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଦେଇଛି।

Leave a Reply

Your email address will not be published. Required fields are marked *