• Fri. Apr 17th, 2026

Newsodisha

  • Home
  • କଟକରେ ଭସାଣ ଶୋଭାଯାତ୍ରାରେ ବୋହିଲା ରକ୍ତ

କଟକରେ ଭସାଣ ଶୋଭାଯାତ୍ରାରେ ବୋହିଲା ରକ୍ତ

କଟକରେ ଦୁର୍ଗା ମେଢ ଭସାଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଉଡିଲା ଢେଲାପଥର, ମାଡ ହେଲା କାଚ ବୋତଲ । ଢେଲା ମାଡ଼ରେ ଫାଟିଗଲା ଡିସିପିଙ୍କ ଆଖି ପତା । କାହାର ମୁଣ୍ଡ ଫାଟିଲା ତ କାହା ଗାଡି ଭାଙ୍ଗିଲା…

Kantara Chapter1: ଭାଙ୍ଗିବ କି ପୂର୍ବ ରେକର୍ଡ, ରିଲିଜ ହେଲା କାନ୍ତରା ଚାପ୍ଟର-୧

ସେଇ ପୁରୁଣା ଷ୍ଟାଇଲ୍, ସେଇ ପୁରୁଣା ଛାତି ଥରା ଦୃଶ୍ୟ, ସେଇ ପୁରୁଣା ବିଜିଏମ୍। ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘କାନ୍ତରା ଚାପ୍ଟର-୧’। ମୂଳ କନ୍ନଡ଼ ଭାଷାର ଏହି ସିନେମାରେ ରିଷଭ ସେଟ୍ଟୀ ପୁଣି ଥରେ ନିଜ…

SI ପରୀକ୍ଷା ଜାଲିଆତି:ବର୍ଷିଲା ବିଜେଡି

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେଡିର ସିବିଆଇ ତଦନ୍ତ ଦାବି ଦୋହରାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଯେଭଳି ତଦନ୍ତ ଚାଲିଛି ତାହା ମୁଖ୍ୟ ଦୋଷୀକୁ ଧରିବାରେ ସଫଳ ହେବ କି…

ଫିକା ପଡିବ ଦଶହରା ; ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି

ଭୁବନେଶ୍ବର : ଆଜି ଫିକା ପଡିବ ଦଶହରା । ଲଘୁଚାପ ପ୍ରଭାବରେ ପୁଣି ଭିଜିବ ସାରା ଓଡ଼ିଶା । ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ନେଇପାରେ ଅବପାତର ରୂପ…

ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍

ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର…

ଏସିଆ କପ ସୁପର-୪ ମୁକାବିଲା: ଆଜି ଭାରତ-ବାଂଲାଦେଶ ଟକ୍କର

ଏସିଆ କପ ସୁପର-୪ ପର୍ଯ୍ୟାୟରେ ଆଜି ଭାରତର ବାଂଲାଦେଶ ସହ ହେବ ଟକ୍କର। ପାକିସ୍ତାନକୁ ହରାଇବା ପରେ ସୁପର-୪ରେ ଟିମ ଇଣ୍ଡିଆର ଏହା ଦ୍ଵିତୀୟ ମୁକାବିଲା। ବାଂଲାଦେଶ ଏହି ପର୍ଯ୍ୟାୟରେ ଶ୍ରୀଲଙ୍କା ସହ ଥିବା ନିଜର ପ୍ରଥମ ମ୍ୟାଚ ଜିତି ସାରିଛି।…

ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି ?

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି, ବିଧାନସଭା ରେ ଉତ୍ତରଦେଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସରକାରୀ ବାବୁଙ୍କ ଖୋଲିଲା ଅସଲ ମୁଖା ଚାକିରୀ ସରକାରୀ କିନ୍ତୁ ଦୁର୍ନତି କରିବାରେ ବେଶ ବ୍ୟସ୍ତ…

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେଡି ଓ ପୋଲିସ ଧସ୍ତାଧସ୍ତି, ପାଣିମାଡ଼, ବହୁ ନେତା ଗିରଫ

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ…

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ…

ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!

ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି…