ଏବେ ଅପରାଧୀଙ୍କୁ ଖୋଜି ଖୋଜି ବାହାର କରିବ AI : ଏହି ଦେଶ ପ୍ରସ୍ତୁତ କରୁଛି ଅପରାଧୀଙ୍କ ସହ ମୁକାବିଲା କରୁଥିବା AI ସିଷ୍ଟମ୍
ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଆମେରିକା ସରକାର ଏଆଇ ଦ୍ୱାରା ଅପରାଧୀଙ୍କୁ ଧରିବା ସହିତ ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଏଆଇ ପାୱାର୍ଡ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି । ନିୟୁଜ…
ପୁଟିନ୍ଙ୍କୁ ଟ୍ରମ୍ପଙ୍କ ନାଲିଆଖି ; କହିଲେ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ପରିଣତି ଭୟାବହ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ । ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି ଟ୍ରମ୍ପ । ବୁଧବାର…
ବକ୍ସ ଅଫିସ୍ରେ ବଡ଼ ଲଢେଇ ; ୱାର୍-2 କୁ ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି
ବକ୍ସ ଅଫିସ୍ରେ ବଡ଼ ଲଢେଇ । ପରଦାକୁ ଆସିଲା ହ୍ରିତିକ୍ ରୋସନ୍, ଜୁନିୟର ଏନଟିଆର ଓ କିଆରା ଆଡଭାନୀ ଅଭିନୀତ ୱାର୍-ଟୁ । ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି । ନିୟୁଜ ଓଡିଶା ଲାଇଭ : ବକ୍ସ ଅଫିସର୍ରେ ବଡ଼…
ସକ୍ରିୟ ଲଘୁଚାପ ; ସାରା ରାଜ୍ୟରେ ବର୍ଷା
ନିୟୁଜ ଓଡିଶା ଲାଇଭ : ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ଲଘୁଚାପ ,ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ମାଲକାନଗିରି, କୋରାପୁଟ୍ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ବାକି ସବୁ ଜିଲ୍ଲା ପାଇଁ ୟେଲୋ…
ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ; କେମିତି ତାଙ୍କ ମୃତ୍ୟୁ ହେଲା ?
ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ। ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି । ୬ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ…
ଗ୍ରାନାଇଟ ପଥର ଖସି ୬ ଓଡ଼ିଆ ଶ୍ରମିକ ମୃତ
ମିଳିଥିବା ଖବର ଅନୁସାରେ, ଆନ୍ଧ୍ରର ବାପାଟଲାରେ ଥିବା ବିଲିକୁରୂପା ପଥର ଖାଦନରେ ଏହି ଅଘଟଣ ଘଟିଛି । ଶ୍ରମିକମାନେ ଖାଦନରେ ଗ୍ରାନାଇଟ୍ ପଥର ଖନନ କରୁଥିବା ବେଳେ ଏକ ବିଶାଳକାୟ ପଥର ସେମାନଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ଘଟଣା…
ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା
ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା । ୧୭ତମ ବିଏମସି କମିଶନର ଭାବେ ନେଲେ ଦାୟିତ୍ବ । ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଆଜି ପ୍ରଥମ ଦିନରେ ବିଏମସିର ବିଭିନ୍ନ ଅଧିକାରୀଙ୍କ…
ଛୋଟ ଜରୁରୀକାଳୀନ ହସ୍ପିଟାଲ ‘ଭୀଷ୍ମ କ୍ୟୁବ୍’
ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ବିପର୍ଯ୍ୟୟ ବେଳର ବଇଦ। ୩୬ ବର୍ଗାକାର ଡବା ଭିତରେ ପୁରା ହସ୍ପିଟାଲ୍। ଏହାର ଓଜନ ୭୨୦ କିଲୋଗ୍ରାମ। ଚିକିତ୍ସା ପାଇଁ ରହିଛି ସମସ୍ତ ସ୍ଵାସ୍ଥ୍ୟଭିତ୍ତିକ ସେବା। ଏବେ ରୋଗୀ ଡାକ୍ତରଖାନାକୁ…
