SI ପରୀକ୍ଷା ଜାଲିଆତି:ବର୍ଷିଲା ବିଜେଡି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେଡିର ସିବିଆଇ ତଦନ୍ତ ଦାବି ଦୋହରାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଯେଭଳି ତଦନ୍ତ ଚାଲିଛି ତାହା ମୁଖ୍ୟ ଦୋଷୀକୁ ଧରିବାରେ ସଫଳ ହେବ କି…
ଫିକା ପଡିବ ଦଶହରା ; ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି
ଭୁବନେଶ୍ବର : ଆଜି ଫିକା ପଡିବ ଦଶହରା । ଲଘୁଚାପ ପ୍ରଭାବରେ ପୁଣି ଭିଜିବ ସାରା ଓଡ଼ିଶା । ୨୪ ଘଣ୍ଟାରେ ବଢିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ନେଇପାରେ ଅବପାତର ରୂପ…
ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍
ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର…
ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି ?
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି, ବିଧାନସଭା ରେ ଉତ୍ତରଦେଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସରକାରୀ ବାବୁଙ୍କ ଖୋଲିଲା ଅସଲ ମୁଖା ଚାକିରୀ ସରକାରୀ କିନ୍ତୁ ଦୁର୍ନତି କରିବାରେ ବେଶ ବ୍ୟସ୍ତ…
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେଡି ଓ ପୋଲିସ ଧସ୍ତାଧସ୍ତି, ପାଣିମାଡ଼, ବହୁ ନେତା ଗିରଫ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ…
ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ…
ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ଧରି ଭିଜିବ ସାରା ରାଜ୍ୟ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ଲାଗି ରହିଛି। ଏହି ଘୂର୍ଣ୍ଣିବଳୟ ଆଜି…
’ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି, ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ…
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର କିସ୍ତି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨…
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ; ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ହରିବାବୁ କମ୍ଭମପତି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ଏବଂ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ କିଛି…
