• Sat. Sep 20th, 2025

Month: August 2025

  • Home
  • ଝାରପଡ଼ା ଦୁର୍ଗାପୂଜା: ବନ୍ଦ ଆଶଙ୍କାରେ ତେଜୁଛି ଅସନ୍ତୋଷ, ଆଜି ନିଷ୍ପତ୍ତି ନେବେ ହାଇକୋର୍ଟ

ଝାରପଡ଼ା ଦୁର୍ଗାପୂଜା: ବନ୍ଦ ଆଶଙ୍କାରେ ତେଜୁଛି ଅସନ୍ତୋଷ, ଆଜି ନିଷ୍ପତ୍ତି ନେବେ ହାଇକୋର୍ଟ

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଚଳିତ ବର୍ଷ ଝାରପଡ଼ାରେ ଦୁର୍ଗାପୂଜା ହେବ କି ନାହିଁ ଆଜି ହାଇକୋର୍ଟ ନିଷ୍ପତ୍ତି ନେବେ। ଏହାକୁ ନେଇ ଝାରପଡ଼ା ଗାଁ ମଧ୍ୟରେ ବିବାଦ ‌ତେଜିଛି। ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା…

’ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି, ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ…

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨…

Post Officeର ଖାସ୍ ସ୍କିମ୍: ମାତ୍ର ୧୦୦୦ ଟଙ୍କା ନିବେଶ କରି ଲକ୍ଷପତି ହେବେ

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଯଦି ଆପଣ ମଧ୍ୟ ଏପରି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ଯେଉଁଠାରେ ଆପଣଙ୍କ ଟଙ୍କା ସୁରକ୍ଷିତ ଏବଂ ଆପଣଙ୍କୁ ଭଲ ସୁଧ ସହିତ ନିଶ୍ଚିତ ରିଟର୍ଣ୍ଣ ମିଳିବ, ତେବେ ପୋଷ୍ଟ ଅଫିସର ସଞ୍ଚୟ ଯୋଜନା ଆପଣଙ୍କ…

ଟିମ୍ ଇଣ୍ଡିଆର କେଉଁ ଖେଳାଳିମାନେ ଏବେ ବି ରହିଛନ୍ତି ଅବିବାହିତ ?

ଭାରତୀୟ କ୍ରିକେଟ ଟିମରେ ଅନେକ ମହାନ୍ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଖେଳାଳି ବିବାହ କରି ଖୁସିରେ ଘର ସଂସାର କରୁଥିବା ବେଳେ ଆଉ କିଛି ଖେଳାଳି ଏବେ ବି କୁଆଁରା ରହିଛନ୍ତି । ୨୭ ବର୍ଷୀୟ ରିଙ୍କୁ…

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍ । ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଏହି ରେଡ୍ ହୋଇଛି। ସୌରଭ ଭରଦ୍ଵାଜ ଯେତେବେଳେ ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ, ସେହି ସମୟରେ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ; ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ହରିବାବୁ କମ୍ଭମପତି

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ଏବଂ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ କିଛି…

ପୁଣି ଗ୍ରାହକଙ୍କୁ ଝଟକା ଦେଲା ଜିଓ, ଏହି ପ୍ଲାନ ବନ୍ଦ ହୋଇଗଲା

ନିୟୁଜ ଓଡିଶା ଲାଇଭ : ପୁଣି ଗ୍ରାହକଙ୍କୁ ଝଟକା ଦେଲା ଜିଓ, ଏହି ଜବରଦସ୍ତ ପ୍ଲାନ ହୋଇଗଲା ବନ୍ଦ । ରିଲାଏନ୍ସ ଜିଓ ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରି ପ୍ରିପେଡ୍ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି । ମୁକେଶ…

ପୁରୁଷମାନଙ୍କ ଓଜନ ଶୀଘ୍ର କମିବାର ସବୁଠାରୁ ବଡ଼ କାରଣ ଜାଣନ୍ତୁ

ସମାନ ଡାଏଟ୍ ଓ ବ୍ୟାୟାମ କରିବା ସତ୍ତ୍ୱେ ପୁରୁଷମାନେ ମହିଳାଙ୍କ ତୁଳନାରେ ଶୀଘ୍ର ଓଜନ କମାଇଥାନ୍ତି? ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ସମାନ ଡାଏଟ୍ ଓ ବ୍ୟାୟାମ କରିବା ସତ୍ତ୍ୱେ ପୁରୁଷମାନେ ମହିଳାଙ୍କ ତୁଳନାରେ…

ଏବେ ଅପରାଧୀଙ୍କୁ ଖୋଜି ଖୋଜି ବାହାର କରିବ AI : ଏହି ଦେଶ ପ୍ରସ୍ତୁତ କରୁଛି ଅପରାଧୀଙ୍କ ସହ ମୁକାବିଲା କରୁଥିବା AI ସିଷ୍ଟମ୍

ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଆମେରିକା ସରକାର ଏଆଇ ଦ୍ୱାରା ଅପରାଧୀଙ୍କୁ ଧରିବା ସହିତ ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଏଆଇ ପାୱାର୍ଡ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି । ନିୟୁଜ…