ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍ । ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଏହି ରେଡ୍ ହୋଇଛି। ସୌରଭ ଭରଦ୍ଵାଜ ଯେତେବେଳେ ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ, ସେହି ସମୟରେ…
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ; ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ହରିବାବୁ କମ୍ଭମପତି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ଏବଂ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ କିଛି…
ପୁଣି ଗ୍ରାହକଙ୍କୁ ଝଟକା ଦେଲା ଜିଓ, ଏହି ପ୍ଲାନ ବନ୍ଦ ହୋଇଗଲା
ନିୟୁଜ ଓଡିଶା ଲାଇଭ : ପୁଣି ଗ୍ରାହକଙ୍କୁ ଝଟକା ଦେଲା ଜିଓ, ଏହି ଜବରଦସ୍ତ ପ୍ଲାନ ହୋଇଗଲା ବନ୍ଦ । ରିଲାଏନ୍ସ ଜିଓ ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରି ପ୍ରିପେଡ୍ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି । ମୁକେଶ…
ପୁରୁଷମାନଙ୍କ ଓଜନ ଶୀଘ୍ର କମିବାର ସବୁଠାରୁ ବଡ଼ କାରଣ ଜାଣନ୍ତୁ
ସମାନ ଡାଏଟ୍ ଓ ବ୍ୟାୟାମ କରିବା ସତ୍ତ୍ୱେ ପୁରୁଷମାନେ ମହିଳାଙ୍କ ତୁଳନାରେ ଶୀଘ୍ର ଓଜନ କମାଇଥାନ୍ତି? ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ସମାନ ଡାଏଟ୍ ଓ ବ୍ୟାୟାମ କରିବା ସତ୍ତ୍ୱେ ପୁରୁଷମାନେ ମହିଳାଙ୍କ ତୁଳନାରେ…
ଏବେ ଅପରାଧୀଙ୍କୁ ଖୋଜି ଖୋଜି ବାହାର କରିବ AI : ଏହି ଦେଶ ପ୍ରସ୍ତୁତ କରୁଛି ଅପରାଧୀଙ୍କ ସହ ମୁକାବିଲା କରୁଥିବା AI ସିଷ୍ଟମ୍
ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଆମେରିକା ସରକାର ଏଆଇ ଦ୍ୱାରା ଅପରାଧୀଙ୍କୁ ଧରିବା ସହିତ ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଏଆଇ ପାୱାର୍ଡ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି । ନିୟୁଜ…
ପୁଟିନ୍ଙ୍କୁ ଟ୍ରମ୍ପଙ୍କ ନାଲିଆଖି ; କହିଲେ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ପରିଣତି ଭୟାବହ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ । ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି ଟ୍ରମ୍ପ । ବୁଧବାର…
ବକ୍ସ ଅଫିସ୍ରେ ବଡ଼ ଲଢେଇ ; ୱାର୍-2 କୁ ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି
ବକ୍ସ ଅଫିସ୍ରେ ବଡ଼ ଲଢେଇ । ପରଦାକୁ ଆସିଲା ହ୍ରିତିକ୍ ରୋସନ୍, ଜୁନିୟର ଏନଟିଆର ଓ କିଆରା ଆଡଭାନୀ ଅଭିନୀତ ୱାର୍-ଟୁ । ଟକ୍କର ଦେବ ରଜନୀକାନ୍ତଙ୍କ ଫିଲ୍ମ କୁଲି । ନିୟୁଜ ଓଡିଶା ଲାଇଭ : ବକ୍ସ ଅଫିସର୍ରେ ବଡ଼…
ସକ୍ରିୟ ଲଘୁଚାପ ; ସାରା ରାଜ୍ୟରେ ବର୍ଷା
ନିୟୁଜ ଓଡିଶା ଲାଇଭ : ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ଲଘୁଚାପ ,ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ମାଲକାନଗିରି, କୋରାପୁଟ୍ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ବାକି ସବୁ ଜିଲ୍ଲା ପାଇଁ ୟେଲୋ…
ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ; କେମିତି ତାଙ୍କ ମୃତ୍ୟୁ ହେଲା ?
ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ। ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି । ୬ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ…
ଗ୍ରାନାଇଟ ପଥର ଖସି ୬ ଓଡ଼ିଆ ଶ୍ରମିକ ମୃତ
ମିଳିଥିବା ଖବର ଅନୁସାରେ, ଆନ୍ଧ୍ରର ବାପାଟଲାରେ ଥିବା ବିଲିକୁରୂପା ପଥର ଖାଦନରେ ଏହି ଅଘଟଣ ଘଟିଛି । ଶ୍ରମିକମାନେ ଖାଦନରେ ଗ୍ରାନାଇଟ୍ ପଥର ଖନନ କରୁଥିବା ବେଳେ ଏକ ବିଶାଳକାୟ ପଥର ସେମାନଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ଘଟଣା…
