ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି ?
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି, ବିଧାନସଭା ରେ ଉତ୍ତରଦେଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସରକାରୀ ବାବୁଙ୍କ ଖୋଲିଲା ଅସଲ ମୁଖା ଚାକିରୀ ସରକାରୀ କିନ୍ତୁ ଦୁର୍ନତି କରିବାରେ ବେଶ ବ୍ୟସ୍ତ…
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେଡି ଓ ପୋଲିସ ଧସ୍ତାଧସ୍ତି, ପାଣିମାଡ଼, ବହୁ ନେତା ଗିରଫ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ…
ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ…
ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!
ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି…
ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ଧରି ଭିଜିବ ସାରା ରାଜ୍ୟ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ଲାଗି ରହିଛି। ଏହି ଘୂର୍ଣ୍ଣିବଳୟ ଆଜି…
ଝାରପଡ଼ା ଦୁର୍ଗାପୂଜା: ବନ୍ଦ ଆଶଙ୍କାରେ ତେଜୁଛି ଅସନ୍ତୋଷ, ଆଜି ନିଷ୍ପତ୍ତି ନେବେ ହାଇକୋର୍ଟ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଚଳିତ ବର୍ଷ ଝାରପଡ଼ାରେ ଦୁର୍ଗାପୂଜା ହେବ କି ନାହିଁ ଆଜି ହାଇକୋର୍ଟ ନିଷ୍ପତ୍ତି ନେବେ। ଏହାକୁ ନେଇ ଝାରପଡ଼ା ଗାଁ ମଧ୍ୟରେ ବିବାଦ ତେଜିଛି। ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା…
’ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି, ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ…
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର କିସ୍ତି
ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨…
Post Officeର ଖାସ୍ ସ୍କିମ୍: ମାତ୍ର ୧୦୦୦ ଟଙ୍କା ନିବେଶ କରି ଲକ୍ଷପତି ହେବେ
ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଯଦି ଆପଣ ମଧ୍ୟ ଏପରି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ଯେଉଁଠାରେ ଆପଣଙ୍କ ଟଙ୍କା ସୁରକ୍ଷିତ ଏବଂ ଆପଣଙ୍କୁ ଭଲ ସୁଧ ସହିତ ନିଶ୍ଚିତ ରିଟର୍ଣ୍ଣ ମିଳିବ, ତେବେ ପୋଷ୍ଟ ଅଫିସର ସଞ୍ଚୟ ଯୋଜନା ଆପଣଙ୍କ…
ଟିମ୍ ଇଣ୍ଡିଆର କେଉଁ ଖେଳାଳିମାନେ ଏବେ ବି ରହିଛନ୍ତି ଅବିବାହିତ ?
ଭାରତୀୟ କ୍ରିକେଟ ଟିମରେ ଅନେକ ମହାନ୍ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଖେଳାଳି ବିବାହ କରି ଖୁସିରେ ଘର ସଂସାର କରୁଥିବା ବେଳେ ଆଉ କିଛି ଖେଳାଳି ଏବେ ବି କୁଆଁରା ରହିଛନ୍ତି । ୨୭ ବର୍ଷୀୟ ରିଙ୍କୁ…
